ପୂଜା ଖୁସିରେ ବାଧକ ସାଜିଲା ବର୍ଷା : ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ

କଟକ: ଐତିହାସିକ କଟକ ଦୁର୍ଗାପୂଜା ଖୁସିରେ ବାଧକ ସାଜିଲା ବର୍ଷା। ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ଦିନସାରା ଶ୍ରଦ୍ଧାଳୁଙ୍କର ଉପସ୍ଥିତି ହ୍ରାସ ପାଇଛି। ମଣ୍ଡପରେ ନବମୀ ପୂଜା ଜାରି ରହିଥିବା ବେଳେ ଭୋର ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ ମା’ଙ୍କ ମହାନବମୀ ଦର୍ଶନ କରିବାରୁ ବଞ୍ଚିତ ଥିଲେ। ସନ୍ଧ୍ୟାରେ ପାଗରେ ପରିବର୍ତ୍ତନ ଆସିବାରୁ ଅର୍ଥାତ ବର୍ଷା … Continue reading ପୂଜା ଖୁସିରେ ବାଧକ ସାଜିଲା ବର୍ଷା : ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ